Datasets:
text stringlengths 1 20.4k | source_file stringclasses 52
values | line_number int64 1 101k | file_id stringclasses 52
values | language stringclasses 1
value | timestamp stringdate 2025-09-16 21:55:10 2025-09-16 21:55:35 |
|---|---|---|---|---|---|
ଏଫଡଡିଏ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟକୁ ପତ୍ର ଲେଖାଯାଇ କୁହାଯାଇଛି ଯେ କେତେକ ସରକାରୀ ନୀତି ଭାରତୀୟ ଯାନବାହନ ଶିଳ୍ପ ଏବଂ ଅଟୋ ଡିଲରସିପ୍ର ଅଭିବୃଦ୍ଧି କ୍ଷେତ୍ରରେ ବାଧକ ହୋଇଛି। କୋଭିଡ ମହାମାରୀ କାରଣରୁ ଦେଶରେ ଯାନବାହନ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି ଏବଂ ଏ କ୍ଷେତ୍ରରେ ଗ୍ରାହକଙ୍କ ଚାହିଦା ବୃଦ୍ଧିପାଇଁ ଫେଡେରେସନ କେତେକ ପ୍ରସ୍ତାବ ଦେଇଛି। ସେଥିମଧ... | odia_text_41_cleaned.txt | 45,950 | 41 | odia | 2025-09-16T21:55:27.374558 |
ମାୟାଧର ନାୟକ ମୁଁ ଲେଖକ ନ ଥିଲି। ଲେଖକ ହେବାର ଲକ୍ଷ୍ୟ ବି କେବେ ନ ଥିଲା। ଆମେ ସ୍କୁଲ୍ ସାଙ୍ଗମାନେ ଯେତେବେଳେ ଛୁଟିଦିନ କଟାଉଥିଲୁ, ସେତେବେଳେ ସେସବୁ ଦିନ ଥିଲା ନିଆରା। କିଏ କେମିତି ସମୟ କାଟୁଥିଲେ ସ୍କୁଲ୍ ଖୋଲିବା ପରେ ସେଇସବୁ ଅନୁଭୂତି ଆମ ଭିତରେ ଆମେ ପରସ୍ପରକୁ ଶୁଣାଉଥିଲୁ। ମତେ ପଚରାଗଲେ ମୁଁ କହୁଥିଲି – ମୁଁ ଦିନଯାକ ଗାଆଁପିଲାଙ୍କ ସାଙ୍ଗେ ମିଶି ତୋଟା-ବଣ-ପାହାଡ଼ ବୁଲୁଥିଲି ଆଉ ର... | odia_text_8_cleaned.txt | 29,175 | 8 | odia | 2025-09-16T21:55:34.942286 |
ଉଲ୍ଲେଖଯୋଗ୍ୟ, ଗତ ଜୁନ ୧୨ତାରିଖରୁ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଥିଲେ ମଧ୍ୟ ଶ୍ରୀ ତ୍ରିପାଠୀ ତାଙ୍କ ପଦରୁ ଇସ୍ତଫା ଦେଇନଥିଲେ । ଏବେ ପ୍ରାୟ ୪ମାସ ପରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇଚ୍ଛାରେ ଇସ୍ତଫା ଦେଇଛନ୍ତି ନା ସରକାରଙ୍କ ଚାପରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି ତାହା ଜଣାପଡ଼ିନି । ଅବଶ୍ୟ ବିଜେଡି ସରକାରଙ୍କ ଦ୍ୱାରା ରାଜନୀତିକ ପଦପଦବୀରେ ନିଯୁକ୍ତ ବ୍ୟକ୍ତ... | odia_text_6_cleaned.txt | 47,641 | 6 | odia | 2025-09-16T21:55:33.907838 |
ରାସ୍ତାର ଅବସ୍ଥା ଓ ଏହି ବାଟ ଦେଇ ଗଲା ପରେ କିପରି ଦୁର୍ଘଟଣା ହୁଏ ସେ ନେଇ ନାଟକ ମାଧ୍ୟମରେ ଦର୍ଶାଇଛନ୍ତି ଛାତ୍ରଛାତ୍ରୀ। ଏହାସହ କିଛି ଛାତ୍ର ପ୍ଲାକାର୍ଡ ଧରି ଘଟଣାକୁ ପ୍ରତିବାଦ କରିଛନ୍ତି। ସୂଚନା ଅନୁଯାୟୀ, ଉମରକୋଟରୁ ରାଇଘର ଯିବା ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି। ଖାଲ ଖମା ସହ କିଛି କିଛି ସ୍ଥାନରେ ରାସ୍ତା ଥିବା ବି ଜଣାପଡ଼ୁନି। ଫଳରେ ଏହି ରାସ୍ତାରେ ଏକାଧିକ ଦୁର୍ଘଟଣା ପ୍ରତିଦିନ ... | odia_text_18_cleaned.txt | 27,344 | 18 | odia | 2025-09-16T21:55:14.300022 |
ନିଜକୁ ବେଲାଳସେନ ସହ ତୁଳନା କରୁଥିବା ଦାମ ଧୀରେ ଧୀରେ ସରକାରଙ୍କ ସବୁ ଗୁମର ଖୋଲିବା ନେଇ ଯେଉଁ ଚେତାବନୀ ଦେଇଥିଲେ ତାହା ତାଙ୍କ ବୟାନ୍ରେ ପ୍ରତିଫଳିତ ହେଉଛି। ପୂର୍ବରୁ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ନିଜ ଫେସ୍ବୁକରେ ଗୋଟିଏ ପରେ ଗୋଟିଏ ରହସ୍ୟକୁ ପ୍ରକାଶ କରି ଆସୁଥିବା ଦାମ ଏବେ ନିଜ ବେଦନାର କଥା କହିଛନ୍ତି। ବିଜେଡିରେ ଥିଲା ବେଳେ ନିଜେ ଦଳ ପାଇଁ ସୁରକ୍ଷା କବଚ ସାଜିଥିଲେ ମଧ୍ୟ ତ... | odia_text_8_cleaned.txt | 11,966 | 8 | odia | 2025-09-16T21:55:34.907467 |
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ପ୍ରଫେସର ଡ଼. ରମାକାନ୍ତ ଭୂୟାଁ ଇତିହାସ ବିଶେଷଜ୍ଞ ଭାବରେ ଯୋଗଦେଇ ଚିଲିକାର ଐତିହାସିକ ମହତ୍ତ୍ୱ ଏବଂ ଏହି ଅଞ୍ଚଳର ସାମାଜିକ -ସାଂସ୍କୃତିକ କ୍ଷେତ୍ରରେ ଏହାର ଭୂମିକା ବିଷୟରେ ବହୁମୂଲ୍ୟ ଜ୍ଞାନ ପ୍ରଦାନ କରିଥିଲେ। ଅତିଥିମାନଙ୍କ ଦ୍ୱାରା ଏହି କାର୍ଯକ୍ରମରେ ପାଠଚକ୍ରର ଆଲୋଚନା ଏବଂ ଅନୁସନ୍ଧାନକୁ ଡକ୍ୟୁମେଣ୍ଟ କରି ଏକ ପ୍ରକ୍ରିୟା ବୁକ... | odia_text_12_cleaned.txt | 27,702 | 12 | odia | 2025-09-16T21:55:11.736943 |
ଆଳୁ ଓ ପିଆଜକୁ ଅଧିକ ଦିନ ଧରି ସାଇତି ରଖି ହୋଇଥାଏ। ତେଣୁ ଏହାକୁ ଏକାଠି ସାଇତି ରଖନ୍ତୁ ନାହିଁ। କାରଣ ପିଆଜ ସଂସ୍ପର୍ଶରେ ଆସି ଆଳୁ ଶୀଘ୍ର ନଷ୍ଟ ହୋଇଯାଇଥାଏ। | odia_text_36_cleaned.txt | 82,072 | 36 | odia | 2025-09-16T21:55:23.569732 |
କେପ୍ ଟାଉନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା କେପ୍ ଟାଉନ୍ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଋଷଭ ପନ୍ତଙ୍କ ଶତକ ସତ୍ତ୍ୱେ ଭାରତ ମ୍ୟାଚରେ ବ୍ୟାକଫୁଟରେ ରହିଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୧୨ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୦୧ ରନ୍ କରି ମଜଭୁତ୍ ସ୍ଥିତିରେ ରହିଛି। ସିରିଜ୍ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ... | odia_text_38_cleaned.txt | 24,482 | 38 | odia | 2025-09-16T21:55:24.699585 |
ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର(DIC)ର ଲାଞ୍ଚୁଆ ସୁପରଭାଇଜର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସେ ଜଣେ ହିତାଧିକାରୀଙ୍କୁ ସରକାରଙ୍କ ଠାରୁ ମିଳିବାକୁ ଥିବା ସବ୍ସିଡି ଟଙ୍କା କରାଇଦେବାକୁ ଲାଞ୍ଚ ନେଉଥିଲେ। ଏହି ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଲାଞ୍ଚୁଆ ବାବୁ ଡିଆଇସି ଅଫିସର ଖଦି ଏବଂ ଗ୍ରାମ ଉଦ୍ୟଗ ବିଭାଗର ସୁପରଭାଇଜର ନାରାୟଣ ପଟ୍ଟନାୟକ। | odia_text_10_cleaned.txt | 76,026 | 10 | odia | 2025-09-16T21:55:10.498187 |
ଓ୍ବାଶିଂଟନ,୮।୭: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ୱାଶିଂଟନ ଗସ୍ତରେ ଯାଇଥିବା ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପରେ ଗାଜାରେ ଚାଲିଥିବା ଯୁଦ୍ଧ ଉପରେ କିଛି ସହମତି ହୋଇପାରିବ ବୋଲି ଆଶା କରାଯାଉଥିଲା। ସେମାନଙ୍କ ସାକ୍ଷାତ ପରେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କିଛି ଠୋସ କଥା ଜଣାପଡି ନାହିଁ, କିନ୍ତୁ ନେତାନ୍ୟାହୁ ନିଶ୍ଚିତ ଭାବରେ ଆମେରିକୀୟ ର... | odia_text_38_cleaned.txt | 49,641 | 38 | odia | 2025-09-16T21:55:24.747348 |
ଖଡ଼ିଆଳ,୫।୨(ଡି.ଏନ୍.ଏ.): ନୂଆପଡା ଜିଲା ଖଡ଼ିଆଳ ସହର ମଧ୍ୟରେ ଥିବା ରାମସ୍ବାମୀ ମନ୍ଦିର ଓ ମା’ ଅନ୍ନପୁର୍ଣ୍ଣା ମନ୍ଦିରରୁ ଦିନ ଦ୍ୱିପହରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଭଗବାନଙ୍କ ପ୍ରତିମୂର୍ତ୍ତିରେ ପିନ୍ଧାଯାଇଥିବା ୭ଟି ରୂପା ମୁକୁଟ, ୧ ସୁନା ନୋଥ ଓ ଗୋଟିଏ ରୁପା ବଂଶୀ ଚୋରି ହୋଇଛି । ଅଭିଯୋଗ ପରେ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁରୋହିତ ଶୋଇଥିବା ବ... | odia_text_35_cleaned.txt | 13,227 | 35 | odia | 2025-09-16T21:55:22.937519 |
ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ମଧ୍ୟ ଲମ୍ବ ଡିଆଁ ମାରିଛି। ଦିନକରେ ୩୭୭ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୭ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧୧୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। | odia_text_31_cleaned.txt | 28,714 | 31 | odia | 2025-09-16T21:55:21.045164 |
ଏପରି ଏକ ସମସ୍ୟା ଦୀର୍ଘଦିନ ହେଲା ରହିଆସିଛି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସୀମାନ୍ତ ମାଝିଗୁଡ଼ା ପଞ୍ଚାୟତ ଓ ଝରିଗାଁ ବ୍ଲକ ଚେପିଟିଆମ୍ବ ପଞ୍ଚାୟତ ଯାଇଥବା ଅଙ୍ଗିନଦୀ ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକରେ। ମାଝିଗୁଡ଼ା ପଞ୍ଚାୟତର ଲଦି, ଗୀର୍ଲ୍ଲାଗୁଡା, ବଣ୍ଡକା ଲଦି, ମୁଣ୍ଡାଗୁଡ଼ା ଓ ଝରିଗାଁ ବ୍ଲକର ଚେପିଟିଆମ୍ବ, କରମଚନ୍ଦ ଗୁଡ଼ା, ଚିତାପାରା ଗାଁର ପ୍ରାୟ ୪ ହଜାର ଭୋଟର ଆଗାମୀ ଭୋ... | odia_text_47_cleaned.txt | 22,104 | 47 | odia | 2025-09-16T21:55:30.127753 |
ଏସବୁ ଭିତରେ ଏଥର ବି ଚର୍ଚ୍ଚିତ ଶ୍ୱଶୁର-ଜ୍ୱାଇଁ ଯୋଡ଼ି ସୁରେଶ ରାଉତରାୟ ଓ ପ୍ରସାଦ ହରିଚନ୍ଦନ ହାତେଇଛନ୍ତି ଦଳୀୟ ଟିକେଟ। ସେପଟେ ପୁଅ ସଂଗ୍ରାମଙ୍କ ପାଇଁ ଜୟଦେବ ଜେନା, ନବଜ୍ୟୋତିଙ୍କ ପାଇଁ ନିରଂଜନ ପଟ୍ଟନାୟକ ଓ କୁମାର ଚିରଞ୍ଜୀବୀଙ୍କ ପାଇଁ ଅନନ୍ତ ସେଠୀ ଟିକେଟ ଲବି କରୁଥିବା ଚର୍ଚ୍ଚା ହେଉଛି। | odia_text_43_cleaned.txt | 26,701 | 43 | odia | 2025-09-16T21:55:28.397859 |
ସେପଟେ ସମ୍ଭାବ୍ୟ ବାତ୍ୟା ଏବଂ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି, ଆଇଏମ୍ଡି ପକ୍ଷରୁ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ସେହି ଅନୁଯାୟୀ NDRF, ଓଡ୍ରାଫ୍ ଟିମ୍ ମୁତୟନ ପାଇଁ ପ୍ଲାନ କରାଯିବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ତାରିଖରେ ଗଂଜାମ, ପୁରୀ, ଖୋର୍ଦ୍ଧ... | odia_text_4_cleaned.txt | 31,780 | 4 | odia | 2025-09-16T21:55:31.346751 |
Drink and Drive Special Drive: ମଦ ପିଇ ଗାଡ଼ି ଚଲାଇ ଧରା ପଡିଲେ ପ୍ରଥମେ ଲାଇସେନ୍ସ ବାତିଲ କରିବ ପୋଲିସ । ଏହାକୁ ନେଇ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିଛି କମିଶନରେଟ୍ ପୋଲିସ । | odia_text_52_cleaned.txt | 254 | 52 | odia | 2025-09-16T21:55:32.822008 |
କମଲ ହାସନ୍- ରାଜନୀତି ଏବଂ ମନୋରଞ୍ଜନ କ୍ଷେତ୍ରରେ ବେଶ୍ ସକ୍ରିୟ ଥିବା କମଲ ହାସନଙ୍କୁ ଶପଥଗ୍ରହଣ ସମାରୋହରେ ନିମନ୍ତ୍ରଣ କରାଯଇଥିଲା। ମାତ୍ର ସେ ଶପଥଗ୍ରାହଣ ସମାରୋହକୁ ଆସିନଥିଲେ। କନ୍ତୁ ରଜନୀକାନ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସେ ଉପସ୍ଥିତ ଥିଲେ। | odia_text_11_cleaned.txt | 4,517 | 11 | odia | 2025-09-16T21:55:11.072700 |
ସୀମାପୁରୀରେ ଘରୁ ମିଳିଥିବା ଆଇଇଡି ମାମଲାର ଲିଙ୍କ୍ ଗାଜିପୁର ଆରଡିଏକ୍ସ ମାମଲା ସହ ଜଡ଼ିତ ଥିବା କୁହାଯାଉଛି। କାରଣ ଜାନୁଆରୀ ୧୪ ତାରିଖରେ ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମଣ୍ଡିର ଗେଟ୍ ନମ୍ବର-୨ ବାହାରେ ଏକ ଅଜଣା ବ୍ୟାଗ୍ ମିଳିଥିଲା। ଏହି ବ୍ୟାଗ ଭିତରୁ ବୋମା ମିଳିଥିଲା। ଏହି ବୋମାକୁ ବୋମା ଡିସପୋଜାଲ୍ ସ୍କ୍ୱାଡ୍ ଡିଫ୍ୟୁଜ୍ କରିବାକୁ ପ୍ରୟାସ କରିଥିଲା। କିନ୍ତୁ ପରେ ଏହାକୁ ଏକ ଗାତରେ ଡ... | odia_text_23_cleaned.txt | 13,504 | 23 | odia | 2025-09-16T21:55:17.154589 |
ଟୋକିଓ: ଜାପାନର ସର୍ବପୁରୁତାନ ସୁମୋ କ୍ରୀଡ଼ାର ଜଣେ ରେସଲର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଜାପାନର ଏହି ପୁରାତନ ଖେଳକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ଏପରି ବନ୍ଦ ଘର ମଧ୍ୟରେ ଏହାର କିଛି ମ୍ୟାଚ୍ ମଧ୍ୟ କରାଯାଇଥିଲା। ହେଲେ ଜଣେ ରେସଲର କରୋନାରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ପୂରା ଆତଙ୍କ ଖେଳି ଯାଇଛି। ଜାପାନର ସୁମୋ ଆସୋସିଏସନ ପକ୍ଷରୁ ଏହି ସୂଚନ... | odia_text_28_cleaned.txt | 45,968 | 28 | odia | 2025-09-16T21:55:19.570178 |
ସୁଢ଼ଳ ନିତମ୍ବ: ସୁନ୍ଦର ଶରୀର ପାଇବାକୁ ହେଲେ ସୁଢ଼ଳ ନିତମ୍ବ ନିହାତି ଆବଶ୍ୟକ। ସୁନ୍ଦର ଓ ନିତମ୍ବ ପାଇଁ ନିୟିମତ ସ୍କ୍ୱାଟ୍ସ କରିବାକୁ ଭୁଲନ୍ତୁ ନାହିଁ। | odia_text_2_cleaned.txt | 55,987 | 2 | odia | 2025-09-16T21:55:20.319975 |
ନୂଆଦିଲ୍ଲୀ: ଲଦାଖ ସଂଘର୍ଷ ବେଳେ କେତେ ଜଣ ଚାଇନା ସେନା ମୃତାହତ ହୋଇଛନ୍ତି ସେକଥାକୁ ଲୁଚାଇଥିବା ବେଜିଂ ଶେଷରେ ଏହା ଉପରୁ ପରଦା ହଟାଇଛି। ଭାରତୀୟ ଯବାନଙ୍କ ସହ ସଂଘର୍ଷ ବେଳେ ଚାଇନାର ଜଣେ କମାଣ୍ଡିଂ ଅଫିସର ନିହତ ହୋଇଥିବା ଶେଷରେ ରାଷ୍ଟ୍ରପତି ସି ଜିନପିଙ୍ଗର ସେନା ସ୍ୱୀକାର କରିଛି। ଭାରତ ସହ ଚାଲିଥିବା ପ୍ରତିରକ୍ଷାସ୍ତରୀୟ ଆଲୋଚନା ବେଳେ ଚାଇନା ଆର୍ମି ଏକଥା କହିଥିବା ଜଣାପଡ଼ିଛି। ଭାରତର... | odia_text_29_cleaned.txt | 23,570 | 29 | odia | 2025-09-16T21:55:19.924430 |
ମା’ଙ୍କ ନବାନ୍ନ ଭୋଗ ଲାଗି ପୂଜକମାନଙ୍କ ପକ୍ଷରୁ ସମସ୍ତ ପ୍ରକାରର ପ୍ରାକ ପ୍ରସ୍ତୁତି ଶେଷ ହୋଇ ସାରିଛି ବୋଲି ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି । ନୂଆଁଖାଇ ଅବସରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଅଧିକ ଭିଡ ହେବାର ସମ୍ଭାବନା ଥିବାରୁ ମନ୍ଦିର ଓ ପୁଲିସ ପ୍ରଶାସନ ବେଶ ସଜାଗ ରହିଛନ୍ତି। ଏଥିସହ ଚଳିତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନୂଆଁଖାଇ ଅବସରରେ ମା’ ସମଲେଶ୍ୱରୀଙ୍କ ... | odia_text_10_cleaned.txt | 44,929 | 10 | odia | 2025-09-16T21:55:10.402854 |
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଅଧିନାୟକ ବିରାଟ କୋହଲି ରେକର୍ଡ ପରେ ରେକର୍ଡ କରିଚାଲିଛନ୍ତି। ବିରାଟ ଅଳ୍ପ ଦିନ ମଧ୍ୟରେ ଅନେକ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିସାରିଛନ୍ତି। ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ଫର୍ମାଟରେ ବିରାଟ ଆକର୍ଷଣୀୟ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଦିନିକିଆ ଆଇସିସି ମାନ୍ୟତାରେ ୧ନମ୍ବର, ଟେଷ୍ଟ ମାନ୍ୟତାରେ ୨ ନମ୍ବର ଏବଂ ଟି-ଟ୍ୱେଣ୍ଟି ମାନ୍ୟତାରେ ୩ ନମ୍ବର ... | odia_text_29_cleaned.txt | 38,314 | 29 | odia | 2025-09-16T21:55:19.953254 |
ଭୁବନେଶ୍ୱର: କଟକଣା ହଟିବା ପରେ ଟ୍ରାକରେ ଟକ୍କର ପାଇଁ ଜୋରଦାର ଅଭ୍ୟାସ ଚଳାଇଛନ୍ତି ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦ। ଲକ୍ଷ୍ୟ ୨୦୧୬ ଅଲିମ୍ପିକ । ଆଣ୍ଡ୍ରୋଜେନ ଟେଷ୍ଟରେ ବିଫଳ ପରେ ଦୂତୀଙ୍କ ଉପରେ ଲାଗିଥିଲା କଟକଣା। ହେଲେ ସୁଇଜରଲ୍ୟାଣ୍ଡର କୋର୍ଟ ଅଫ୍ ଆର୍ବିଟ୍ରେସନ ଫର ସ୍ପୋର୍ଟ ଏଇ କଟକଣାକୁ ଉଠାଇବା ପରେ ଏବେ ଦୂତୀଙ୍କ ପରିବାର ଓ ଓଡ଼ିଶା କ୍ରୀଡା ଜଗତରେ ଦେଖାଦେଇଛି ଉତ୍ସାହ। ମିଶନ ୨୦୧୬ ର... | odia_text_15_cleaned.txt | 53,310 | 15 | odia | 2025-09-16T21:55:13.214277 |
ନିକଟରେ ଗ୍ଲୋବାଲ କମିଶନ ଅନ୍ ଇକୋନୋମିକ୍ସ ଅଫ୍ ଓ୍ବାଟରର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓ୍ବାଟର ମାର୍କେଟ ବା ଜଳ ବଜାର(ସ୍ଥାୟୀ କିମ୍ବା ଅସ୍ଥାୟୀ ଆଧାରରେ ଜଳ ଅଧିକାରର ବିକ୍ରି ଖର୍ଦି)କୁ ଜଳବାୟଜନିତ ଜଳ ସଙ୍କଟର ଏକ ମୌଳିକ ସମାଧାନ ଭାବରେ ଚିହ୍ନଟ କରିଛି। ଜଳର ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ ପୂର୍ବକ ଚାହିଦା ଆଧାରରେ ଏହାର ବଣ୍ଟନ ପାଇଁ ବଜାର ସୃଷ୍ଟିକରି ଆମେ ଜ... | odia_text_45_cleaned.txt | 35,234 | 45 | odia | 2025-09-16T21:55:29.315984 |
ବିଶେଷ କରି କରୋନା ପାଇଁଆସନ୍ତା ଏପ୍ରିଲ ୧୪ ତାରିଖରେ ୨୧ଦିନିଆ ଲକ୍ଡାଉନ୍ ଅବଧି ସରୁଥିବା ବେଳେ ବିଭିନ୍ନ ରାଜ୍ୟ ମୁଖ୍ୟ ଏବଂ ବିଶେଷଜ୍ଞମାନେ ଲକ୍ଡାଉନ୍ ଅବଧି ବଢ଼ାଇବାପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। ତେଣୁ ସରକାର ଲକ୍ଡାଉନ୍ ଅବଧି ବଢ଼ାଇବା ନେଇ ବିଚାର କରୁଥିବା ସରକାରୀ ସୂତ୍ରରୁ ଜଣାପଡ଼ିଥିଲା । ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀ ନରେନ... | odia_text_12_cleaned.txt | 42,933 | 12 | odia | 2025-09-16T21:55:11.766941 |
School Holidays: ଚଳିତ ବର୍ଷର ପ୍ରଥମ ମାସରେ, ଜାନୁଆରୀରେ ଛାତ୍ର ଏବଂ କର୍ମଚାରୀମାନେ ଅନେକ ଛୁଟି ପାଇଛନ୍ତି । ପରେ ଫେବୃଆରୀ ମାସରେ, ଯଦିଓ କୌଣସି ପର୍ବପର୍ବାଣୀ ବିଶେଷ ନଥିଲା, ତଥାପି କେତେକ ଜିଲ୍ଲାପାଳ ସ୍ଥାନୀୟ ପର୍ବପର୍ବାଣୀ ଅବସରରେ କିଛି ଜିଲ୍ଲାରେ ଛୁଟି ଘୋଷଣା କରିଥିଲେ । | odia_text_39_cleaned.txt | 63,309 | 39 | odia | 2025-09-16T21:55:25.427184 |
ନୟାଗଡ଼ ଅଫିସ/ରଣପୁର,୨୫।୨(ସ୍ବ.ପ୍ର.): କାଜୁ ନିଗମ ଅଧୀନରେ ଥିବା ନୟାଗଡ଼ ଜିଲା ରଣପୁର ତହସିଲ ମୟୁରଝାଲିଆ ଗାଁରେ ଗୋଚର ଓ କାଜୁ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡା ପଥର ଓ ମୋରମ ଖନନ ଚାଲିଛି । ପ୍ରାୟ ଦେଢ଼ ବର୍ଷ ଭିତରେ କାଜୁ ଜଙ୍ଗଲରୁ ପ୍ରାୟ୧୦ ହଜାର ଗଛ କଟା ସରିଲାଣି । ଅନ୍ୟପକ୍ଷେ ଚାରଣ ଭୂମି କମିବାରେ ଲାଗିଛି । ବେଆଇନ ଖଣି ନେଇ ବିଭିନ୍ନ ସମୟରେ ଅଭିଯୋଗ ଓ ପ୍ରତିବାଦ ସତ୍ତ୍ୱେ ଚଢ଼ାଉ... | odia_text_29_cleaned.txt | 33,292 | 29 | odia | 2025-09-16T21:55:19.943752 |
କଲିକତା ହାଇକୋର୍ଟ ଓ ଟିଏମ୍ସି ସାଂସଦ | odia_text_4_cleaned.txt | 20,544 | 4 | odia | 2025-09-16T21:55:31.324240 |
ସେ ଆହୁରି ମଧ୍ୟ କହିଛନ୍ତି ଏହି ପ୍ରସଙ୍ଗରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଜମ୍ମୁ-କଶ୍ମୀରକୁ ନେଇ ଭାରତର ମତ ଏବଂ ଏହାର ଏକ ଅଂଶ ପାକିସ୍ତାନ ଦଖଲରେ ଥିବା ତାଙ୍କୁ ଜଣା ଥିବା ସେ କହିଛନ୍ତି। ତେବେ ବର୍ତ୍ତମାନ ରହିଥିବା ସ୍ଥିତିରେ କିଭଳି ସୁଧାର ଆସିବ ସେ ମୋଦିଙ୍କଠାରୁ ଜାଣିବାକୁ ଚାହିଁବେ ବୋଲି ଏହି ଅବସରରେ କହିଛନ୍ତି। | odia_text_14_cleaned.txt | 35,127 | 14 | odia | 2025-09-16T21:55:12.751756 |
ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ୨୦ଟି ପଞ୍ଚାୟତର କୃଷକ ସଭ୍ୟ ସଭ୍ୟାମାନଙ୍କ ପାଇଁ ସମବାୟ ବିଭାଗ ତରଫରୁ ଏକ ଲ୍ୟାମ୍ପସ ସ୍ଥାପନ କରାଯାଇଅଛି। ଉକ୍ତ ଲ୍ୟାମ୍ପସ ଅଧିନରେ ମାଛଗଡ଼, ଟଭାସରୁଆ, ଉଦୟପୁର ଏବଂ ସାହାରପଡା ଠାରେ ସମୁଦାୟ ୪ଟି ଶାଖା କାର୍ଯ୍ୟ କରୁଅଛିl ବ୍ଲକର ପାଖାପାଖି ୧୨ହଜାର କୃଷକ ସଭ୍ୟ ସଭ୍ୟାମାନେ ଏହି ଲ୍ୟାମ୍ପସ ଉପରେ ନିର୍ଭରଶୀଳ ମାତ୍ର ପରିତାପର ବିଷୟ ଏହି କି ଯ... | odia_text_43_cleaned.txt | 38,906 | 43 | odia | 2025-09-16T21:55:28.423393 |
ସିଟି ଏସ୍ପି କହିଛନ୍ତି, “ଜୁଲାଇ ୪ ତାରିଖ ରାତି ପ୍ରାୟ ୧୧ଟା ବେଳେ ଗାନ୍ଧି ମୈଦାନ ଦକ୍ଷିଣ ଅଞ୍ଚଳରୁ ଆମକୁ ଖବର ମିଳିଥିଲେ ଯେ ବ୍ୟବସାୟୀ ଗୋପାଲ ଖେମକାଙ୍କୁ ଗୁଳି ମାଡ଼ ହୋଇଛି। ଖବର ମିଳିବା ମାତ୍ରେ ଗୋଟିଏ ପୁଲିସ୍ ଘଟଣା ସ୍ଥଳକୁ ଓ ଆଉ ଗୋଟିଏ ଟିମ ହସ୍ପିଟାଲରେ ପହଞ୍ଚିଥିଲା। | odia_text_2_cleaned.txt | 32,699 | 2 | odia | 2025-09-16T21:55:20.275372 |
ଆବଶ୍ୟକ ସାମଗ୍ରୀ: କଞ୍ଚା ଲଙ୍କା, ଖାସି ମାଂସ, ଅଦା, ରସୁଣ, ପିଆଜ ବଟା, ଲଙ୍କା ଗୁଣ୍ଡ, ଲୁଣ, ରିଫାଇନ ତେଲ, କଟା ପିଆଜ, ହଳଦୀଗୁଣ୍ଡ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ଲଙ୍କାକୁ ଦୁଇ ଫାଳ କାଟି ସେଥିରୁ ମଞ୍ଜି ବାହାର କରି ଦିଅନ୍ତୁ। ପରେ ଖାସି ମାଂସକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହାପରେ ମାଂସରେ ଅଦା,ରସୁଣ, ପିଆଜ ବଟା, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ହଳଦୀଗୁଣ୍ଡ, କଟା... | odia_text_4_cleaned.txt | 15,926 | 4 | odia | 2025-09-16T21:55:31.314485 |
ବଲିଉଡ୍୍ ଇଣ୍ଡଷ୍ଟ୍ରୀରେ ପ୍ରାୟ ୩୦ ହଜାର ପଞ୍ଜିକୃତ ଶ୍ରମିକ ଥିବା ବେଳେ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ କରିବାକୁ ୟଶରାଜ ଫିଲ୍ମସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ଆଉ ଟିକା ବାବଦକୁ ଖର୍ଚ୍ଚ ହେବାକୁ ଥିବା ଅର୍ଥ ସଂସ୍ଥା ନିଜେ ଉଠାଇବ ବୋଲି କହିଛି। | odia_text_47_cleaned.txt | 23,378 | 47 | odia | 2025-09-16T21:55:30.130375 |
ନୂଆପଡ଼ା : ଦୁଇ ସପ୍ତାହ ଧରି ପ୍ରତିଦିନ ରାତିରେ ନୂଆପଡ଼ା ଜିଲାପାଳଙ୍କ ଆବାସିକ କାର୍ୟ୍ୟାଳୟ ପରିସରରେ ପ୍ରବେଶ କରି ଚର୍ଚ୍ଚାର କେନ୍ଦ୍ର ପାଲଟିଥିବା ଭାଲୁକୁ ଶେଷରେ ବନ କର୍ମଚାରୀ ଯନ୍ତା ବସାଇ ଧରିବାରେ ସକ୍ଷମ ହୋଇଛି। ୪ ଦିନର କସରତ ପରେ ଭାଲୁଟି ବନ ବିଭାଗ ହାତରେ ଧରାପଡ଼ିବା ପରେ ତାକୁ ସୁନାବେଡ଼ା ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସୂଚନା ମୁତାବକ ଦୁଇ ସପ୍ତାହ ହେବ ଜିଲା ସଦରମହକୁମାର ଗଳିକ... | odia_text_10_cleaned.txt | 80,547 | 10 | odia | 2025-09-16T21:55:10.506577 |
NEET-UG ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ରିପୋର୍ଟ ଦାଖଲ କଲା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI)। ଆଜି CBI ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିଛି। ଖୁବ୍ ଶୀଘ୍ର ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରିପାରନ୍ତି। | odia_text_2_cleaned.txt | 14,460 | 2 | odia | 2025-09-16T21:55:20.238527 |
ମିଳିଥିବା ସୂଚନା ଅନୁଯାୟୀ, ବାଡ଼ରେ ହଠାତ ହୁ ହୁ ହୋଇ ନିଆଁ ଜଳିବା ଦେଖି ଆଖପାଖ ଅଞ୍ଚଳରେ ଥିବା ଲୋକେ ବାଡ଼ ନିକଟକୁ ଯାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ବ୍ୟାପି ଯାଇଥିଲା। ଏନେଇ ଅଗ୍ନିଶମ ବାହିନୀକୁ ଜଣାଇବା ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବର୍ତ୍ତମାନ ସୁଧା ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। | odia_text_42_cleaned.txt | 16,070 | 42 | odia | 2025-09-16T21:55:27.905465 |
ଗୋପାଳପୁର : କରାପଲ୍ଲୀ ପଞ୍ଚାୟତରେ ଆଜି ସରପଞ୍ଚ ଏସ.ମେନକା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ ସରକାରଙ୍କ ନୂଆ-ଓ ପକ୍ଷରୁ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ କ୍ରିକେଟ,ଭଲିବଲ ମ୍ୟାଚ ପ୍ରମୁଖ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କ୍ରିକେଟ ମ୍ୟାଚର ଫାଇନାଲ ମ୍ୟାଚ୍ କିର୍ତ୍ତୀପୁର ଠାରେ ଅନୁଷ୍ଠିତ ହୋଇଥିଲ... | odia_text_26_cleaned.txt | 16,471 | 26 | odia | 2025-09-16T21:55:18.569829 |
ସିଂହପୁର,୨୨ା୩(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ରାହସ ଗୁହାଳି ଗ୍ରାମର ସୁରେଶ ସାମଲ, ରାଜେନ୍ଦ୍ର ସାମଲ ଓ ସତ୍ୟବ୍ରତ ସାମଲଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ପରିବାର ଲୋକେ ଶୋଇଥିବା... | odia_text_28_cleaned.txt | 23,158 | 28 | odia | 2025-09-16T21:55:19.524110 |
ଭାଇରାଲ୍ ହେଉଥିବା ‘ଦୋସା ପ୍ରିଣ୍ଟର’ର ଏହି ଭିଡିଓକୁ ଦେଖି ୟୁଜର୍ସମାନେ ଚକିତ ହୋଇଯାଛନ୍ତି। କାରଣ ଭିଡିଓରେ ଜଣେ ମହିଳା ଦୋସା ଆଣକୁ(ବ୍ୟାଟର୍)କୁ ‘ଦୋସା ପ୍ରିଣ୍ଟର’ର ଗୋଟିଏ ପାର୍ଶ୍ୱରେ ପୂରାଉଛନ୍ତି। ଆଉ ପରେ ମେସିନ୍ରେ ଥିବା ସେଟିଙ୍ଗ୍ସ ଆଡ୍ଜଷ୍ଟ କରୁଛନ୍ତି। ଯେଉଁଥିରେ ଦୋସାର ଘନତା (ପତଳା ବା ମୋଟା) କଷ୍ଟୋମାଇଜ୍ କରିହେବ। ଆଉ ମାତ୍ର କିଛି ମିନିଟ୍ ମଧ୍ୟରେ ହିଁ କାଗଜ ପ୍ରିଣ୍ଟ ଭଳ... | odia_text_2_cleaned.txt | 22,423 | 2 | odia | 2025-09-16T21:55:20.254996 |
ସର୍ବାଧିକ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ପରବର୍ତ୍ତୀ ସମୟରେ ଏହି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ୩ରୁ ୪ଦିନ ପର୍ଯ୍ୟନ୍ତ ପ୍ରାୟ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ। ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ଦ୍ବାରା ଗ୍ରୀଷ୍ମ ପ୍ରବାହ ଦେଖାଦେବାର ସମ୍ଭାବନା ରହିଛ... | odia_text_27_cleaned.txt | 29,760 | 27 | odia | 2025-09-16T21:55:19.052728 |
ଗତ ୬ ମାସ ହେଲା ଲଗାତାର ଭାବେ କ୍ରିକେଟ ଖେଳୁଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ଆଗକୁ ବଡ ବଡ ସିରିଜ୍ ଥିବାରୁ ଏବେ ରୋହିତ ଓ କୋହଲି ବିଶ୍ରାମ ନେବାକୁ ଚାହୁଁଛନ୍ତି । | odia_text_20_cleaned.txt | 8,879 | 20 | odia | 2025-09-16T21:55:15.642286 |
ଏହିପରି ଖାଦ୍ୟ ହେତୁ କୋଷଗୁଡ଼ିକର ନଷ୍ଟ ହୋଇ ଟ୍ୟୁମର୍ ସୃଷ୍ଟି ହୁଏ। ଯଦି ଆପଣ କର୍କଟ ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଏପରି ଅଭ୍ୟାସ ଛାଡ଼ିବା ଅତ୍ୟନ୍ତ ଜରୁରୀ। | odia_text_20_cleaned.txt | 67,919 | 20 | odia | 2025-09-16T21:55:15.760090 |
ଲାଞ୍ଜିଗଡ: ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଟାଉନ ହାଇସ୍କୁଲ ଠାରେ ମାର୍ଚ୍ଚ ୨ ତାରିଖରୁ ୪ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ରାଜ୍ୟ ସ୍କୁଲ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ କଳାହାଣ୍ଡି ଜିଲ୍ଲାର ୧୧ ଜଣ ପ୍ରତିଯୋଗୀ ଆଜି ସୁନ୍ଦରଗଡ଼କୁ ଗସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ୬ ଜଣ ବାଳିକା ପ୍ରତିଯୋଗୀ ରହିଥିବା ବେଳେ ୫ ଜଣ ବାଳକ ଅଛନ୍ତି। ଏମାନେ ହେଲେ ରଚନ... | odia_text_48_cleaned.txt | 8,528 | 48 | odia | 2025-09-16T21:55:30.500347 |
ଅତିଥି ଦେବ ଭବଃ। ଅର୍ଥାତ୍ ବନ୍ଧୁ ହିଁ ଭଗବାନଙ୍କ ଭଳି। ଯଦି ଅତିଥି ଘରକୁ ଆସନ୍ତି ମିଠା ନେଇ ହେଲେ ଘରର ମୁରବି ଯଦି ତାଙ୍କୁ ଅଣଦେଖା କରନ୍ତି ତା’ହେଲେ କେମିତି ଲାଗିବ ସେହି କୁଣିଆଙ୍କୁ? ଆଗାମୀ ଦିନରେ ତାଙ୍କର ଆଭିମୁଖ୍ୟ ସେହି ଘର ପ୍ରତି କ’ଣ ରହିବ? ଆଜିର ସମାଜରେ ଯିଏ ଧନୀ ସିଏ ଜ୍ଞାନୀ ଏବଂ ଚତୁର ମଧ୍ୟ। ଯଦିଓ ପୂର୍ବରୁ ଅନେକ ଧନୀ ଥିଲେ ହେଲେ ଜ୍ଞାନୀ ବା ବିଦ୍ୱାନ ନଥିଲେ। ହେଲେ ଏବେର ... | odia_text_3_cleaned.txt | 37,990 | 3 | odia | 2025-09-16T21:55:25.746437 |
ପଟ୍ଟାଙ୍ଗି,୩୧।୭(ଶରତ କୁମାର ଧଳ): କୋରାପୁଟ ଜିଲାକୁ ବଦଳି ହୋଇ ଆସିଥିବା ମନୋଜ ସତ୍ୟବାନ ମହାଜନ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାର ୩ଦିନ ପରେ ଗୁରୁବାର ହଟାତ୍ ପଟ୍ଟାଙ୍ଗି ବ୍ଲକ ଅଧୀନ ସୀମାନ୍ତ କୋଟିଆ ପଞ୍ଚାୟତ ଗସ୍ତ କରି ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଏପରିକି ଆନ୍ଧ୍ରର ଅନୁପ୍ରବେଶର ପ୍ରକୃତ ଉଦ୍ଦେଶ୍ୟ କ’ଣ ସେନେଇ ଉପସ୍ଥିତ ଜିଲା ଏବଂ ବ୍ଲକସ୍ତ... | odia_text_41_cleaned.txt | 34,885 | 41 | odia | 2025-09-16T21:55:27.352044 |
WPL 2025 Auction: ଆଇପିଏଲ ପରେ ଏବେ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ର ଆଗାମୀ ସିଜିନ ପାଇଁ ନିଲାମୀ। ଆସନ୍ତା ୧୫ ତାରିଖରେ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ପାଇଁ ଖେଳାଳି ନିଲାମୀ ଅନୁଷ୍ଠିତ ହେବ । | odia_text_19_cleaned.txt | 57,007 | 19 | odia | 2025-09-16T21:55:14.845064 |
Apple ଗବେଷକମାନଙ୍କ ଦ୍ୱାରା ଏକ ପୃଥକ ତଦନ୍ତ ChatGPT o3, Claude ଏବଂ DeepSeek ପରି ଅଗ୍ରଣୀ AI ସିଷ୍ଟମର ସୀମାବଦ୍ଧତା ଉପରେ ଆଲୋକପାତ କରିଛି। ଏହି ମଡେଲଗୁଡ଼ିକ ଆତ୍ମବିଶ୍ୱାସପୂର୍ଣ୍ଣ ଏବଂ ସ୍ପଷ୍ଟ ଉତ୍ତର ଦେବାକୁ ସକ୍ଷମ, କିନ୍ତୁ ପ୍ରକୃତରେ କଷ୍ଟକର କାର୍ଯ୍ୟର ସମ୍ମୁଖୀନ ହେଲେ ପ୍ରାୟତଃ ବିଫଳ ହୁଅନ୍ତି। | odia_text_34_cleaned.txt | 27,597 | 34 | odia | 2025-09-16T21:55:22.345806 |
ସୂଚନାଯୋଗ୍ୟ ଯେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନକା ସହ ମିଳିତ ଭାବେ ଅକ୍ସଫୋର୍ଡ ୟୁନିଭର୍ସିଟି ପାଇଁ କୋଭିଶିଲ୍ଡ ଟିକା ଉତ୍ପାଦନ କରୁଛି। ଗତ ସେପ୍ଟେମ୍ବର ଆଠ ତାରିଖରେ ଆଷ୍ଟ୍ରାଜେନକାର ଟ୍ରାଏଲର ସାମ୍ନା କରିଥିବା ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିବାରୁ ଏହି ଫାର୍ମା କମ୍ପାନୀ ଟ୍ରାଏଲ ସ୍ଥଗିତ ରଖିଛି। | odia_text_8_cleaned.txt | 9,782 | 8 | odia | 2025-09-16T21:55:34.888638 |
ହେଟେଲରେ ମୋଟ୍ ୩୦ଟି କୋଠରି ରହିଛି । ୧୮ଟି ରୁମରେ ମୋଟ୍ ୩୦ରୁ ୩୫ଜଣ ରହିଥିବା ଜଣାପଡ଼ିଛି । ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପ୍ରତିକ୍ରିୟା ରଖିଛନ୍ତି । ଗୁରୁତର ଓ ଆହତ ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦେଶ ଦେଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଜିଲ୍ଲା ଅଧିକାରୀ ମାନଙ୍କୁ କହିଛନ୍ତି । | odia_text_9_cleaned.txt | 53,521 | 9 | odia | 2025-09-16T21:55:35.569436 |
୩୮ ବର୍ଷୀୟ ସୋହାଲି ଖାନ ଏହି ସମୟରେ ସୋଏବ ଅଖତରଙ୍କ ସର୍ବାଧିକ ସ୍ପିଡ୍ ବଲର ରେକର୍ଡକୁ କେହି ଭାଙ୍ଗି ପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି। ଏଥିସହ ତାଙ୍କ ଫିଟନେସ ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି। | odia_text_21_cleaned.txt | 26,783 | 21 | odia | 2025-09-16T21:55:16.177996 |
ଇତି ମଧ୍ୟରେ ଜିଲ୍ଲାରେ ଚାଲୁ ରହିଥିବା ବଡ଼ ବଡ଼ ପ୍ରକଳ୍ପଗୁଡ଼ିକରେ ବ୍ୟବହାର ପାଇଁ ଉକ୍ତ କ୍ଵାରିକୁ ସଂରକ୍ଷିତ ରଖିବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭାଗୀୟ ଚିଠି ସଂଖ୍ୟା ୨୧୪୫ ଓ ୨୦୨୧ ଜୁଲାଇ ୨୬ରେ ନିର୍ଦ୍ଦେଶ ହୋଇଥିବା ଜଣା ପଡ଼ିଛି । ନିର୍ଦ୍ଦେଶ ପରେ ମଧ୍ୟ ' ଲିଜଧାରୀ ସେଠାରୁ ସ୍ଥାନ ଛାଡ଼ି ନ ଯିବା ତହସିଲର ଭୂମିକାକୁ ସନ୍ଦେହ ମଧ୍ୟକୁ ଟାଣି ନେଉଛି । ଲିଜ୍ ସରିବାର ମାସେ ଦୁଇମାସ ... | odia_text_8_cleaned.txt | 7,938 | 8 | odia | 2025-09-16T21:55:34.884947 |
ବୃଷ: ପିଲାମାନେ ପାଠପଢ଼ାରେ ସଫଳତା ପାଇବେ। ନୂତନ ବସ୍ତ୍ର କିଣି ପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। | odia_text_45_cleaned.txt | 23,478 | 45 | odia | 2025-09-16T21:55:29.292307 |
୬ ମାସରୁ ୨ ବର୍ଷର ୮୪୯ ପିଲାକୁ ନେଇ ୨୦୧୧ରୁ ୨୦୧୫ ମଧ୍ୟରେ କାନାଡ଼ାରେ ଏହି ଗବେଷଣା କରାଯାଇଥିଲା। ୨୦ ପ୍ରତିଶତ ଶିଶୁ ପ୍ରତିଦିନ ୨୮ ମିନିଟ୍ ସ୍ମାର୍ଟଫୋନ୍ ଓ ଟ୍ୟାବଲେଟ୍ ବ୍ୟବହାର କରିଥାଆନ୍ତି ବୋଲି ଏଥିରୁ ଜଣାପଡ଼ିଥିଲା। | odia_text_10_cleaned.txt | 1,457 | 10 | odia | 2025-09-16T21:55:10.316722 |
ହେଲେ ପାପ କରିସାରିବା ପରେ ଧର୍ମ କଥା ମନେପଡ଼ିଗଲା ହରିବାବୁଙ୍କର। | odia_text_22_cleaned.txt | 1,292 | 22 | odia | 2025-09-16T21:55:16.625190 |
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ବି' ଟାଉନ୍ର ନ୍ୟୁଲି ମ୍ୟାରେଡ୍ କପଲ୍ ଦୀପିକା ପାଦୁକୋନ୍ ଓ ରଣବୀର ସିଂହଙ୍କ ୱେଡିଂ ସେଲିବ୍ରେସନ୍ ଜାରି ରହିଛି। ଉଭୟଙ୍କ ବିବାହର ପ୍ରଥମ ରିସେପ୍ସନ୍ ପାର୍ଟି ଆଜି ବେଙ୍ଗାଲୁରୁରେ ହେଉଛି। ଏଥିପାଇଁ ବେଙ୍ଗାଲୁରୁସ୍ଥିତ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ୍ଙ୍କ ଘର ନୂଆ ବୋହୂ ଭଳି ସଜେଇ ହୋଇଛି। ଦୀପିକାଙ୍କ ବାପା ମା' ଏହି ରିସେପ୍ସନ୍ ପାର୍ଟି ... | odia_text_8_cleaned.txt | 69,018 | 8 | odia | 2025-09-16T21:55:35.017115 |
ଏକ ମନୋପଲି ପରବହନ ସଂସ୍ଥା ଭାବରେ ସାରା ବିଶ୍ୱରେ ନାଁ କରିଛି ଭାରତୀୟ ରେଳବାଇ । ଦେଶର ସିଂହଭାଗ ଲୋକଙ୍କୁ ସୁଲଭ ମୂଲ୍ୟରେ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛି ଭାରତୀୟ ରେଳବାଇ । | odia_text_36_cleaned.txt | 27,198 | 36 | odia | 2025-09-16T21:55:23.456587 |
କଲମପୁର : ଭବାନୀପାଟଣା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ “ଅଟଳ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜେପିର ପୂର୍ବତନ ସଭାପତି ସୁନୀଲ ବେହେରା ଅଟଳ ଜୀ’ଙ୍କ ସହିତ ବିତାଇଥିବା ମୁହୂର୍ତ୍ତ ସମ୍ପର୍କରେ ନିଜ ଅନୁଭୂତି ବାଣ୍ଟିବା ସହିତ ସ୍ଥାନୀୟ କବିମାନଙ୍କ ଦ୍ଵାରା କବିତା ପାଠ ଆୟୋଜିତ ହୋଇଥିଲା। କବି ମାନେ ସ୍ଵରଚିତ କବିତା ତଥା ଅଟଳ ବିହାରୀ ବାଜପେୟୀଙ୍କ କବିତା ପାଠ କରିଥି... | odia_text_38_cleaned.txt | 25,099 | 38 | odia | 2025-09-16T21:55:24.700767 |
ଆଜି ନିଜେ ମାୟାବତୀ କିନ୍ତୁ ରଖି ୟୁସିସି ଲାଗୁ କରିବା ସପକ୍ଷରେ ମତ ରଖିଛନ୍ତି। | odia_text_3_cleaned.txt | 37,171 | 3 | odia | 2025-09-16T21:55:25.743882 |
ନାଳନ୍ଦା,୧।୪: ବିହାରରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ଏକ ବାଇକରେ ଜଣେ ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ। ବାଟରେ ଦୁଇଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିଲେ। ସମ୍ପୂର୍ଣ୍ଣ ମାମଲାଟି ନାଳନ୍ଦାର ଇସଲାମପୁର ଥାନା ଅଞ୍ଚଳର।... | odia_text_36_cleaned.txt | 40,222 | 36 | odia | 2025-09-16T21:55:23.483852 |
ତେଣୁ ରିପୋର୍ଟରୁ ଏହି ସିଦ୍ଧାନ୍ତ ନିଆଯାଇଛି ଯେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ପିସିବି ପ୍ରାୟ ୮୫ ନିୟୁତ ଆମେରିକୀୟ ଡଲାର କ୍ଷତି ସହିଛି। ଏପରି କ୍ଷତିର ପରିଣାମ ବୋର୍ଡର କିଛି ପରବର୍ତ୍ତୀ ଯୋଜନା କରିଛି। | odia_text_37_cleaned.txt | 48,166 | 37 | odia | 2025-09-16T21:55:24.141633 |
ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ। ଆଖିବୁଜା ଗୁଳିମାଡ଼ ସାଙ୍ଗକୁ ବୋମା ବିସ୍ଫୋରଣ କଲେ ଅତଙ୍କୀ। ଫଳରେ ଏଥିରେ ପୁଲିସକର୍ମୀଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚର୍ଚ୍ଚୀ ପାଦ୍ରୀ ମଧ୍ୟ ସାମିଲ ଅଛନ୍ତି। ରୁଷର ଦାଗେସ୍ତାନ ଅଞ୍ଚଳରେ ଏହି ଆତଙ୍କୀ ହମ୍ଲା ହୋଇଛି। ସୋମବାର ଦାଗେସ୍ତାନର ଗଭର୍ଣ୍ଣର ସର୍ଗେଇ ମେଲିକୋଭ ଏହି ସୂଚନା ଦେଇଛନ୍ତି। | odia_text_2_cleaned.txt | 38,664 | 2 | odia | 2025-09-16T21:55:20.286604 |
ପ୍ରାରମ୍ଭରେ ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ଉଦେ୍ଦଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ବିପର୍ଯ୍ୟୟ ପ୍ରଶମନ ପାଇଁ ସାମୁହିକ ଉଦ୍ୟମ ନିମି ଶପଥ ପାଠ କରାଯାଇଥିଲା। ଏହି ଅବସରରେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ଜାଉଁଳିବନ୍ଧର ଚିତ୍ତରଞ୍ଜନ ପଣ୍ଡା୍ଙ୍କୁ ସେବା କାର୍ଯ୍ୟ ପାଇଁ ସମ୍ୱର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର ତଥା ଅତିର... | odia_text_29_cleaned.txt | 39,921 | 29 | odia | 2025-09-16T21:55:19.956418 |
ଭୁବନେଶ୍ୱର,୬।୭ (ଅଭୟ ଦାଶ): ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ରଥଯାତ୍ରା ରିହାତି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଏହି ଅଫରର ଶୁଭାରମ୍ଭ ନିକଟରେ ହୋଇଯାଇଛି। ସେହିଭଳି ଚଳିତ ବର୍ଷର ରଥଯାତ୍ରା ଅନୁଭୂତିକୁ ଉନ୍ନତ କରିବା ପାଇଁ ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ଡାଇମଣ୍ଡର ଗହଣା ମୂଲ୍ୟ ଉପରେ ୧୦% ପ... | odia_text_34_cleaned.txt | 29,122 | 34 | odia | 2025-09-16T21:55:22.348889 |
ଏହାପରେ ତୁରନ୍ତ ପୁଲିସ୍କୁ ଖବର ଦିଆଯାଇଥିଲା। ପୁଲିସ୍ ସଙ୍ଗେ ସଙ୍ଗ ପହଞ୍ଚି ମନମୋହନଙ୍କୁ ଗିରଫ କରି ଥାନାକୁ ନେଇଛି। ଏଥିସହ ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଆରମ୍ଭ ହୋଇଥିବା ପୁଲିସ୍ ଅଧିକାରୀ କହିଛନ୍ତି। | odia_text_22_cleaned.txt | 70,566 | 22 | odia | 2025-09-16T21:55:16.763984 |
ଗତ ଶୁକ୍ରବାର ଫୁଙ୍ଗୁଳା ଦେହରେ ଓଡ଼ିଶା ସୀମାରେ ପ୍ରବେଶ କରିଥିବା ମା’ ଝିଅଙ୍କୁ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ଏବଂ ତାଙ୍କ ସମର୍ଥକ ଉଦ୍ଧାର କରିବା ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ବର୍ଷବର୍ଷ ଧରି ମହିଳାଜଣକ ନିଜ ରାକ୍ଷାସ ରୂପୀ ଦିଅର ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ଚାରି ଝିଅ ବି ଏଥିରୁ ବର୍ତ୍ତି ପାରି ନ ଥିଲେ। ଏହି ଘଟଣାକୁ ନେଇ ପ... | odia_text_36_cleaned.txt | 38,004 | 36 | odia | 2025-09-16T21:55:23.478602 |
ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିଧାୟକ ବିସ୍ଫୋରକ ବୟାନ ଦେଇଛନ୍ତି। ସନା ମହାକୁଡ କହିଛନ୍ତି, ମୁଁ ବିଜେଡିରେ ଅଛି, ରହିବି । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି, ରହିବି। ସେ ପୁଣି କହିଛନ୍ତି, ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ । ସେ ପୂରା ରାଜ୍ୟର ମୁଖ୍ୟମନ୍ତ୍ରୀ, ଭାଜପାର ମୁଖ୍ୟମନ୍... | odia_text_25_cleaned.txt | 44,018 | 25 | odia | 2025-09-16T21:55:18.194988 |
ବଲାଙ୍ଗିର/ଟିକ୍ରାପଡ଼ା: ବର୍ଲିନରେ ଅନୁଷ୍ଠିତ ହେଉଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସରେ ସଟ୍ପୁଟ୍ରେ ରୌପ୍ୟ ପଦକ ପାଇ ଭାରତ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ବୈଷ୍ଣବ ରାଜପଲିଆ। ବଲାଙ୍ଗିର ଜିଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ଗାଁର ଭୁବନେ ରାଜପଲିଆ ଓ କସ୍ତୁରୀଙ୍କ ପୁଅ ବୈଷ୍ଣବ। ବାପା ଜଣେ ଚାଷୀ। ବହୁ କଷ୍ଟ ସ୍ୱୀକାର କରି ଦିବ୍ୟାଙ୍ଗ ବୈଷ୍ଣବଙ୍କୁ ସେମାନେ ଲାଳନପାଳନ କରିଥିଲେ। ଦିବ... | odia_text_31_cleaned.txt | 19,942 | 31 | odia | 2025-09-16T21:55:21.025044 |
ଧନୁ: ସାମାନ୍ୟ ଶାରୀରିକ ପୀଡ଼ା ଅନୁଭଟ କରିପାରନ୍ତି । ଅନୁଗୃହୀତ ହୋଇପାରନ୍ତି । ଘରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ ଓ କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି । | odia_text_1_cleaned.txt | 29,785 | 1 | odia | 2025-09-16T21:55:15.211636 |
ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ପଞ୍ଚାୟତରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଏହାସହ ଲହୁଣିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ୪୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ସରପଞ୍ଚ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। | odia_text_27_cleaned.txt | 39,362 | 27 | odia | 2025-09-16T21:55:19.071450 |
ଆଜିଠାରୁ କଟକରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଭାଗନେବେ ୨୯ଟି ଦେଶର ପାଖାପାଖି ୩୦୦ରୁ ଅଧିକ ଖେଳାଳି, ଓଡିଶାରୁ ଅଛନ୍ତି ୭ଜଣ, ସ୍ଥିତି ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ.. | odia_text_11_cleaned.txt | 66,488 | 11 | odia | 2025-09-16T21:55:11.195565 |
ବେଙ୍ଗାଲୁରୁ: କର୍ଣ୍ଣାଟକାର କରୱାର ଉପକୂଳରେ ଘଟିଥିବା ଡଙ୍ଗା ବୁଡ଼ି ଟ୍ରାଜେଡୀ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ସହ ଅନ୍ୟ କିଛି ଘରୋଇ ଡଙ୍ଗା ସାହାଯ୍ୟରେ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି ୧୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଜୀବିତ ଉଦ୍ଧାର କରାଯାଇଛି। | odia_text_16_cleaned.txt | 2 | 16 | odia | 2025-09-16T21:55:13.530197 |
Budh Surya Yuti 2024: ଏଭଳି ପରିସ୍ଥିତିରେ, ନଭେମ୍ବର ୧୬, ୨୦୨୪ରେ କର୍କଟରେ ସୂର୍ଯ୍ୟ ଓ ବୁଧର ଏକ ମିଳନ ହେବ, ଯାହା ବୁଦ୍ଧଦିତ୍ୟ ରାଜଯୋଗ ସୃଷ୍ଟି କରିବ। ଆସନ୍ତୁ ଜାଣିବା କେଉଁ ରାଶିର ଚିହ୍ନଗୁଡିକ ଆଗାମୀ ଦିନରେ ବୁଧ ଏବଂ ସୂର୍ଯ୍ୟ ଭଗବାନଙ୍କ ଆଶୀର୍ବାଦ ସହିତ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବେ। | odia_text_36_cleaned.txt | 68,336 | 36 | odia | 2025-09-16T21:55:23.542460 |
ଭିକାରୀ : ହଉ ତେବେ ଭଗବାନଙ୍କ ନାମରେ କିଛି ଦିଅ ପୂଜା ସାହୁ। | odia_text_2_cleaned.txt | 53,236 | 2 | odia | 2025-09-16T21:55:20.314788 |
ସିଗାରେଟ ଟାଣିବା ଧୂମପାନ କିମ୍ବା ତମାଖୁ ସେବନ ଶରୀର ପାଇଁ ବହୁତ କ୍ଷତିକାରକ। ଖାଇବା ପରେ ସିଗାରେଟ୍ ଟାଣିବା ଶରୀରକୁ ଅଧିକ କ୍ଷତି ପହଞ୍ଚାଇଥାଏ। ଏହାଫଳରେ ଅମ୍ଳ ଏବଂ ଅନ୍ୟ କେତେକ ପେଟ ରୋଗ ବାହାରିବାର ଆଶଙ୍କା ରହିଛି। | odia_text_41_cleaned.txt | 45,850 | 41 | odia | 2025-09-16T21:55:27.374359 |
କାରଣ ଜନ୍ମଭୂମିକୁ ଫେରୁଛନ୍ତି ରାମ ଲାଲା । ୫୦ କି ୧୦୦ ବର୍ଷ ନୁହେଁ ୫୦୦ ବର୍ଷ ପରେ ଭବ୍ୟ ମନ୍ଦିରକୁ ଫେରୁଛନ୍ତି ପ୍ରଭୁ ଶ୍ରୀରାମ । ଆଉ ଏଥିପାଇଁ ଦେଶର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଅଯୋଧ୍ୟା ଆସିବା ପାଇଁ ନିମନ୍ତ୍ରଣ ଦିଆଯାଉଛି । | odia_text_19_cleaned.txt | 20,692 | 19 | odia | 2025-09-16T21:55:14.774889 |
ଟିଟିଲାଗଡ : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡିରହିଥିବା ବେଳେ କ୍ରୟ କରାଯାଇନାହିଁ। ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ବରିଷ୍ଠ ବିଜେପି ନେତା ଅଶୋକ ଦୋରାଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲା ସଭାପତି ଶିବାଜି ମହାନ୍ତି, ଟିଟିଲାଗଡ ନଗର ସଭାପତି ପ୍ରଶାନ୍ତ ଷଡଙ୍... | odia_text_13_cleaned.txt | 43,778 | 13 | odia | 2025-09-16T21:55:12.272877 |
ଏଭଳି ଅବ୍ୟବସ୍ଥା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ୨ ସପ୍ତାହ ଭିତରେ ଟୋକନ୍ ବ୍ୟବସ୍ଥା ପ୍ରଚଳନ କରି ଅଲଟ୍ରା ସାଉଣ୍ଡ ସିଷ୍ଟମ୍କୁ ବ୍ୟବସ୍ଥିତ କରାଯିବ ଓ ସିଟି ସ୍କାନ୍ ମେସିନ୍ ଖୁବ୍ ଶୀଘ୍ର ଠିକ କରାଯିବ ବୋଲି ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି। | odia_text_41_cleaned.txt | 29,280 | 41 | odia | 2025-09-16T21:55:27.341270 |
ଏହି ଦେଶର ସଂସ୍କୃତି ସଭ୍ୟତା ବିଶ୍ୱରେ ସ୍ୱତନ୍ତ୍ର ଓ ଅତୁଳନୀୟ। କେଉଁ ପୁରାତନ ଯୁଗରୁ ଏଠାରେ କେତେ ଧର୍ମ, ଜାତି, ପ୍ରଜାତି ଏବଂ ଭାଷାଭାଷୀ ଚଳାଚଳ କରିଆସୁଛନ୍ତି। ଲୋକେ ନିର୍ଭୟରେ ପରସ୍ପର ସହଯୋଗ, ସହାନୁଭୂତି ଓ ଆପୋସ ବୁଝାମଣାରେ ନିଜ ନିଜର ଅସ୍ତିତ୍ୱ ବଜାୟ ରଖିବା ତଥା ସମୟର କାଳଚକ୍ରରେ ଆଜି ସାଂପ୍ରଦାୟିକତା, ଭାଷାବାଦ, ଆଞ୍ଚଳିକବାଦ ଶକ୍ତି ଗୁଡ଼ିକର ଅଭ୍ୟୁଦୟ ସେତ୍ତ୍ବ ବି ଜାତୀୟ ସ... | odia_text_15_cleaned.txt | 2,291 | 15 | odia | 2025-09-16T21:55:13.114114 |
ଉଚ୍ଚ ରକ୍ତଚାପ ରୋଗୀମାନେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ରକ୍ତ ଚାପ ନିୟନ୍ତ୍ରଣରେ ନ ରହିବା ଦ୍ୱାରା ହୃଦୟ ଜନିତ ରୋଗ ଓ ଯକୃତ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଜାଣନ୍ତୁ.. ଉଚ୍ଚ ରକ୍ତ ଚାପ ରୋଗୀ ପାଉଁରୁଟିର ସେବନ କରିବା ଉଚିତ ନୁହେଁ। ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ। ଯାହା ରକ୍ତଚାପକୁ ବୃଦ୍ଧି କରିଥାଏ। ତେଣୁ ମାସକୁ ଥରେ ୨ଟି ପାଉଁରୁଟି ଖାଇପାରିବେ। ଚିକେନକୁ ... | odia_text_52_cleaned.txt | 31,097 | 52 | odia | 2025-09-16T21:55:32.902376 |
ମା’ ଧାରୀଙ୍କ ମନ୍ଦିର ବିଷୟରେ ଏକ ପୌରାଣିକ କଥା ମଧ୍ୟ ପ୍ରଚଳିତ। ସ୍ଥାନୀୟ ଲୋକ କୁହନ୍ତି ଯେ, ଥରେ ମା’ଙ୍କ ମନ୍ଦିର ବନ୍ୟାରେ ଧୋଇ ହୋଇଯାଇଥିଲା। ମା’ଙ୍କ ମୂର୍ତ୍ତି ମଧ୍ୟ ମନ୍ଦିର ସହିତ ଭାସି ଯାଇଥିଲା। ମା’ଙ୍କ ମୂର୍ତ୍ତି ଆଗକୁ ଯାଇ ଧାରୋ ଗ୍ରାମ ନିକଟରେ ଏକ ଚଟ୍ଟାରରେ ଅଟକି ଗଲା। କୁହାଯାଏ ଯେ, ସେହି ମୂର୍ତ୍ତିରୁ ଏକ ଦିବ୍ୟ ସ୍ୱର ବାହାରିଥିଲା, ଯାହା ଗ୍ରାମବାସୀଙ୍କୁ ସେହି ସ୍ଥାନରେ ପ... | odia_text_8_cleaned.txt | 44,075 | 8 | odia | 2025-09-16T21:55:34.970216 |
ଅଧିକ ପଢ଼ନ୍ତୁ : ‘ପ୍ରଦୀପଙ୍କ ଭାବି ଜ୍ୱାଇଁ ଲୋକଙ୍କୁ ଠକିଛନ୍ତି, ତାଙ୍କର ସମ୍ପୃକ୍ତି ବାରି ହୋଇପଡୁଛି’ | odia_text_52_cleaned.txt | 21,111 | 52 | odia | 2025-09-16T21:55:32.876808 |
ନୂଆଦିଲ୍ଲୀ: ବିମାନରେ ଉଡ଼ିବାକୁ କାହାର ଇଚ୍ଛା ନଥାଏ। କିନ୍ତୁ ଉଡ଼ା ଜାହାଜ ଯାତ୍ରା ମହଙ୍ଗା ହୋଇଥିବାରୁ ମନ ଉଣା ହୋଇଯାଏ। ହେଲେ ଏଣିକି ଖାଲି ଧନୀ ନୁହେଁ ସାଧାରଣ ଲୋକଟିଏ ମଧ୍ୟ ବିମାନ ମଜା ନେଇପାରିବ। ଏମିତି କିଛି ସୁବିଧା ଏବେ ବିମାନ କମ୍ପାନୀ ସ୍ପାଇସଜେଟ ଆଣିଛି। ଆପଣ ଚାହିଁଲେ ବାକିରେ ଟିକେଟ ବୁକ୍ କରିପାରିବେ। ଆଉ ଏହାକୁ ଇଏମଆଇ ଦ୍ୱାରା ଭରିପାରିବେ। ଏ ସମ୍ପର୍କରେ ସ୍ପାଇସ୍ ଜେଟ୍ ... | odia_text_50_cleaned.txt | 15,309 | 50 | odia | 2025-09-16T21:55:31.800921 |
ବୋଷ୍ଟନ୍ ୟୁନିଭର୍ସିଟି ଏବଂ 'ନାସା'ର କିଛି ଗବେଷକ 'ନାସା'ର ଟେକ୍ନୋଲଜିର ସହାୟତା ନେଇ ୨୦ ବର୍ଷର ତଥ୍ୟ ଉପରେ ଗବେଷଣା କରିଥିଲେ। ମଡ୍ରେଟ୍ ରିଜଲ୍ୟୁସନ୍ ଇମେଜିଂ ସ୍ପେକ୍ଟ୍ରୋଡିଓମିଟର (ମୋଡିସ୍) ନାମକ ଏହି ଉପକରଣ ୨ଟି କୃତ୍ରିମ ଉପଗ୍ରହ ସହିତ ପୃଥିବୀକୁ ପ୍ରଦୀକ୍ଷଣ କରି ରେକର୍ଡ କରିଥିବା ଡାଟାରୁ ଏହି ତଥ୍ୟ ମିଳିଛି। | odia_text_43_cleaned.txt | 39,910 | 43 | odia | 2025-09-16T21:55:28.425523 |
ଟୁନା ଆଉ ଜଣେ ଝିଅକୁ ଭଲ ପାଉଛି ବୋଲି ସବିତାଙ୍କ ବାପା ଲମ୍ବୋଦର ମହାନ୍ତ ଅଭିଯୋଗ କରିଛନ୍ତି। ଏହି କାରଣରୁ ସବିତାଙ୍କୁ ଶ୍ୱଶୁର ଘର ଲୋକେ ପୋଡ଼ି ମାରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। | odia_text_13_cleaned.txt | 7,615 | 13 | odia | 2025-09-16T21:55:12.201962 |
ତ୍ୱଚାକୁ ଉଜ୍ୱଳ ଓ ସୁସ୍ଥ ରହିବା ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଖରାଦିନରେ ଝାଳ ବୋହିବା କାରଣରୁ ଶରୀରରୁ ଜଳୀୟ ଅଂଶ କମ ହୋଇଯାଏ। ତେଣୁ ଏହି ଦିନରେ ନିହାତି ୨ ରୁ ୩ ଲିଟର ଜଳ ପିଅନ୍ତୁ। | odia_text_11_cleaned.txt | 63,978 | 11 | odia | 2025-09-16T21:55:11.190901 |
ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯାଇଥାଏ। | odia_text_38_cleaned.txt | 69,475 | 38 | odia | 2025-09-16T21:55:24.783994 |
ଅପରେସନ ସିନ୍ଦୂର | odia_text_20_cleaned.txt | 70,681 | 20 | odia | 2025-09-16T21:55:15.765380 |
କୋଣାର୍କ ଏକ୍ସପ୍ରେସରୁ ବିସ୍ଫୋରକ ସାମଗ୍ରୀ ଜବତ ପରେ ଭୁବନେଶ୍ୱର RPF ଥାନାରେ ଏକ ମାମଲା ରୁଜୁ କରାଯାଇଛି। | odia_text_22_cleaned.txt | 35,923 | 22 | odia | 2025-09-16T21:55:16.696312 |
ଶେଷରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ମହାପ୍ରଭୁ ଜଗନ୍ନାଥ। ୧୦୮ କୁମ୍ଭ ଜଳରେ କଲେ ସ୍ନାନ କରିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଓ ଗଜାନନବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। । | odia_text_45_cleaned.txt | 38,884 | 45 | odia | 2025-09-16T21:55:29.332754 |
ଲଣ୍ଡନ: ପାଖାପାଖି ଗୋଟିଏ ବର୍ଷର ବ୍ୟବଧାନ ପରେ ୱେଷ୍ଟଇଣ୍ଡିଜ୍ ଦଳକୁ ଫେରିଛନ୍ତି ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ କ୍ରିସ୍ ଗେଲ୍। ଏହି ୩୯ ବର୍ଷୀୟ କ୍ରିକେଟରଙ୍କୁ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ପାଇଁ ଇଣ୍ଡିଜ୍ ସ୍କ୍ୱାଡରେ ସାମିଲ କରାଯାଇଛି। ଗେଲ୍ ଶେଷ ଥର ପାଇଁ ଗତବର୍ଷ ଜୁଲାଇ ମାସରେ ବାଂଲାଦେଶ ବିପକ୍ଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ତେବେ ତ... | odia_text_16_cleaned.txt | 30,388 | 16 | odia | 2025-09-16T21:55:13.599095 |
ତାଇୱାନ କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନା ପାଖରେ ରହିଛି। ଏହା ସତ୍ତ୍ୱେ ତାଇୱାନ କରୋନା ଉପରେ ନିୟନ୍ତ୍ରଣ କରି ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି। | odia_text_13_cleaned.txt | 31,985 | 13 | odia | 2025-09-16T21:55:12.250794 |
ଏହା ସତ୍ତ୍ୱେ କାନାଡ଼ା ଭାରତ ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିବାରୁ ଭାରତ ବି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। | odia_text_36_cleaned.txt | 69,918 | 36 | odia | 2025-09-16T21:55:23.545657 |
କରୋନା ଚିକିତ୍ସା ପୂର୍ବ ଅପେକ୍ଷା ବିକଶିତ ହୋଇଛି। ବର୍ତ୍ତମାନ ଆମକୁ କରୋନା ସହ ଜଡିତ ଭିତ୍ତିଭୂମିକୁ ମଜବୁତ କରିବାକୁ ପଡିବ, ଯାହା ଆମର ସ୍ୱାସ୍ଥ୍ୟାବସ୍ଥା, ଟ୍ରାକିଂ କରିବାରେ ସହଯୋଗ କରୁଛି ବୋଲି ସେ କହିଛନ୍ତି। | odia_text_18_cleaned.txt | 8,482 | 18 | odia | 2025-09-16T21:55:14.262737 |
ଗତ ୭ ତାରିଖରେ ଅଜିତ ମଙ୍ଗରାଜ ନିଜ ଗାଁ ମୋଟରୀ ଆଙ୍କୋଇକୁ ପ୍ରଚାର କରିବା ପାଇଁ ଯାଉଥିଲେ। ସେହି ସମୟରେ ସେ ତଳେ ପଡି ଯାଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଗତ ସପ୍ତାହରେ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଆଜି ବିୟୋଗ ହୋଇ ଯାଇଛି।... | odia_text_39_cleaned.txt | 53,615 | 39 | odia | 2025-09-16T21:55:25.408735 |
ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେଲା ବର୍ଷା ଓ କୋହଲା ପାଗ ଲାଗି ରହିଥିବାବେଳେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। ଏହାସହିତ ଫେବୃଆରୀ ପହିଲା ଯାଏ ପାଗ ଶୁଖିଲା ରହିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଅଧିକାଂଶ ... | odia_text_28_cleaned.txt | 12,906 | 28 | odia | 2025-09-16T21:55:19.495737 |
ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ NIT କୋଲକାତାର ମିଳିତ ଉଦ୍ୟମରେ ପ୍ରାଚୀନ ପାଣିପାଗ ପୂର୍ବାନୁମାନ ପଦ୍ଧତି ଉପରେ ଏକ ପ୍ରକଳ୍ପ ଆରମ୍ଭ କରୁଛନ୍ତି। ଏହା ଅଧୀନରେ... | odia_text_32_cleaned.txt | 3,151 | 32 | odia | 2025-09-16T21:55:21.406428 |
ବାଲେଶ୍ୱର ଅଞ୍ଚଳରୁ ଡାଲଟନ ନାମକ ଜଣେ ଯୁବକ ପରିବାର ଓ ସାଙ୍ଗସାଥୀଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ସେ ରଥଖଳା ନିକଟରେ ଛିଡ଼ା ହୋଇଥିବା ବେଳେ କୌଣସି କାରଣରୁ ତାଳଧ୍ୱଜ ରଥର ଭୋଇ ସେବାୟତ ବିଶ୍ୱନାଥ ଭୋଇଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପରସ୍ପର ପିଟାପିଟି ହୋଇଥିବା କୁହାଯାଉଛି। | odia_text_25_cleaned.txt | 35,370 | 25 | odia | 2025-09-16T21:55:18.178481 |
ଭୁବନେଶ୍ୱର,୧୯ା୩: ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ଖରାଦିନରେ ବିଜୁଳି କାଟ୍ ସମସ୍ୟା ଲୋକଙ୍କୁ କଲବଲ କରିଥାଏ। ତେବେ ବିଜୁଳି କାଟ୍କୁ ନେଇ ସରକାର... | odia_text_35_cleaned.txt | 23,267 | 35 | odia | 2025-09-16T21:55:22.958969 |
ମୁମ୍ବାଇ: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଆଜି ଅଗଷ୍ଟ ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏକ ଜିମ ଦୁର୍ନୀତି ମାମଲାରେ ସଞ୍ଜୟଙ୍କୁ ଇଡି ଗିରଫ କରିଛି। ଗତ ଅଗଷ୍ଟ ୧ ତାରୋରେ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା। ପରେ ସେ ଇଡିର ରିମାଣ୍ଡରେ ଥିଲେ। ତେବେ ସୋମବାର ଇଡି ପକ୍ଷରୁ ଆଉ ସଞ୍ଜୟଙ୍କ ରିମାଣ୍ଡ ଆବେଦନ କରାଯାଇ ନଥିଲା । କ... | odia_text_14_cleaned.txt | 56,055 | 14 | odia | 2025-09-16T21:55:12.791113 |
End of preview. Expand in Data Studio
Odia Text Dataset
This dataset contains Odia text samples.
Usage
from datasets import load_dataset
dataset = load_dataset("hemendra7011/odia-text-dataset")
Dataset Structure
The dataset contains the following fields:
text: The Odia text contentsource_file: Source file nameline_number: Line number in sourcefile_id: File identifierlanguage: Language (odia)
License
Apache 2.0
- Downloads last month
- 38